Recent

6/recent/ticker-posts

ବନ୍ୟା ପରିସ୍ଥିତି ପରିଦର୍ଶନ କଲେ ବିଜେପି ପୁରୀ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ

ଡେଲାଙ୍ଗ: ଡେଲାଙ୍ଗରେ ବନ୍ୟା ତାର ଉଗ୍ରରୂପ ଦେଖାଉଥିବାବେଳେ ଲୋକମାନଙ୍କୁ ଅସ୍ବସ୍ତି ଦେବାପାଇଁ ପହଞ୍ଚିଥିଲେ ପୁରୀ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ। ଚାଇଁପୁର, ସୁଯନ ପୁର, ଗଡ଼ ମୋଟରି ଆଦି ପଂଚାୟତ ପରିଦର୍ଶନ କରିଥିଲେ। 

ରିପୋର୍ଟ: ସିଦ୍ଧାର୍ଥ ଏବଂ ହିମାଂଶୁ ମହାପାତ୍ର (ଡେଲାଙ୍ଗ) 

Post a Comment

0 Comments