ଟାଙ୍ଗି ଭଂସର , ଟୋଲାପଡା , ତରଡା ଗ୍ରାମ ବନ୍ୟା ଜଳରେ ଉବୁଟୁବୁ । ବ୍ଲକ ପ୍ରଶାସନ ତରଫରୁ ଅଧ୍ୟକ୍ଷା ବାସନ୍ତି ସାହୁ ,ଉପାଧ୍ୟକ୍ଷ , ସ୍ଥାନୀୟ ସରପଞ୍ଚ ରିନାରାଣୀ ରାଉତରାୟ ଓ ଜିଲାପରିସଦ ଙ୍କ ପ୍ରତିନିଧି ଦୀପକ ଛୋଟରାୟ ପରିଦର୍ଶନ କରିଛନ୍ତି । ଯଥାଶୀଘ୍ର ରିଲିଫ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।
ରିପୋର୍ଟ- ସିଦ୍ଧାର୍ଥ ବଲବନ୍ତରାୟ(ଡେ଼ଲାଙ୍ଗ)


0 Comments