ପିପିଲି :ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ କଣ୍ଟି ଗ୍ରାମପଞ୍ଚାୟତ ର ଇଟ।ସ।ହି ,ବାରିମୂଳ , ବଡ଼ କଣ୍ଟି ଇତ୍ୟାଦି ଗ୍ରାମ ଜଳମଗ୍ନ ହୋଇଛି । କ୍ଷତି ହୋଇଛି ହଜାର ହଜାର ଚାଷ ଜମି । ପାଣି ପଶି ପଟୁ ଚଢି ନଷ୍ଟ ହୋଇଛି ଫସଲ । ଏଥିପାଇଁ ପ୍ରଶାସନ ତରଫରୁ ସାହାଯ୍ୟ ସହଯୋଗ ଲୋଡିଛନ୍ତି ଗ୍ରାମବାସୀ ।ସରପଞ୍ଚ ଙ୍କ ଅନୁରୋଧ କ୍ଷତି ହୋଇଥିବା ଚାଷୀମାନଙ୍କୁ କ୍ଷୟକ୍ଷତି ଆକଳନ କରି ସରକାରୀ ସାହାଯ୍ୟ , ଋଣ ଛାଡ, ଧାନ ତଳି ପ୍ରଦାନ କରାଗଲେ ଚାଷୀ କୁଳ ବଞ୍ଚିବାର ରାସ୍ତା ପାଇପାରିବେ ।
ରିପୋର୍ଟ- ସିଦ୍ଧାର୍ଥ ବଳବନ୍ତରାୟ ଙ୍କ ସହ ହିମାଂଶୁ ମହାପାତ୍ର(ପିପିଲି)
0 Comments