ହୃଦ ଘାତ ରେ ପ୍ରାଣ ହରାଇଲେ ହିନ୍ଦୀ ଶିକ୍ଷକ ଖୁର୍ସିଦ ମହମ୍ମଦ
ଡେଲାଙ୍ଗ :- ହୃଦ ଘାତ ରେ ପ୍ରାଣ ହରାଇଲେ ହିନ୍ଦୀ ଶିକ୍ଷକ ଖୁର୍ସିଦ ମହମ୍ମଦ
ଡେଲାଙ୍ଗ କୋଠବାଡ଼ ପଂଚାୟତ ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ଖୁର୍ସିଦ ମହମ୍ମଦ ଙ୍କ ହୃଦ ଘାତ ରେ ଅକାଳ ବିୟୋଗ ଘଟିଛି । ସମଗ୍ର ବିଦ୍ୟାଳୟ ପରିବେଶ ରେ ଶୋକ ର ଛାୟା ଖେଳିଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ ବିଶ୍ୱାଳ , ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଦୀପକ କୁମାର ସାହୁ , ଜିଲାପରିସଦ ପ୍ରସନ୍ନ ସାହୁ,ଏବଂ ଅନ୍ୟ ଶିକ୍ଷକ -ଶିକ୍ଷୟତ୍ରୀ ଙ୍କ ସହିତ ବହୁ ଲୋକମାନେ ଉପସ୍ଥିତ ରହି ସ୍ବର୍ଗତ ଶ୍ରୀ ମହମ୍ମଦ ଙ୍କ ଆତ୍ମା ର ସଦ୍ଗତି ନିମନ୍ତେ ଭଗବାନଙ୍କୁ ପ୍ରାର୍ଥନା କରିବା ସହିତ ଶୋକ ପ୍ରକାଶ କରିଥିଲେ ।
ରିପୋର୍ଟ:- ସିଦ୍ଧାର୍ଥ ବଳବନ୍ତରାୟ
0 Comments