Recent

6/recent/ticker-posts

ଟାଙ୍ଗୀ ପୋଲିସ୍ ଏସ୍ ଆଇ ସ୍ୱାଘତିକା ବେହେରା ଆତ୍ମହତ୍ୟା ଘଟଣା ନିରାକାର ପୁର ଜଗନ୍ନାଥ ସଡକ ଅବରୋଧ କରିଵେ ସ୍ଥାନୀୟ ଜନତା।

ଟାଙ୍ଗୀ:କନ୍ଧମାଳ ଜିଲା ପୋଲିସ୍ ଏସ୍ ଆଇ ସ୍ୱାଗତିକା ବେହେରା ଆତ୍ମହତ୍ୟା ଘଟଣା ନିଜ ଜନ୍ମ ମାଟି ଖୋର୍ଦ୍ଧା ଜିଲା ନିରାକାର ପୁର ରେ ପହଂଚିଲା ମର ଶରୀର।ମର ଶରୀର କୁ ରାସ୍ତାରେ ରଖି ନୂଆ ଜଗନ୍ନାଥ ସଡକ ଅବରୋଧ କଲେ ସ୍ଥାନୀୟ ଲୋକେ ମ୍ରୁତ ପୋଲିସ୍ ଏସ୍ ଆଇ ସ୍ୱାଗତିକା ବେହେରାଙ୍କ ଦୁଇ ଭାଇଙ୍କୁ ସରକାରୀ ଚାକିରୀ ସହ ପରିବାରକୁ ୧ କୋଟି ୯୨ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବିରେ ରାସ୍ତା ରୋକ।

ଟାଙ୍ଗୀ ଗତ ୨୭ ତାରିଖରେ ଜି ଉଦୟଗିରି ଆଦର୍ଶ ଥାନା ASI ସ୍ୱାଗତିକା ବେହେରା ଙ୍କ ମୃର୍ତ୍ୟୁ କୁ ନେଇ ନିରାକାରପୁର ଠାରେ ସବ ରଖି ଜଗନ୍ନାଥ ସଡକ ଅବରୋଧ । ସେମାନଙ୍କର ଦାବି ୧,ପରିବାରର ଜଣଙ୍କୁ ନିଯୁକ୍ତି ୨ସ୍ୱାଗତିକା ଙ୍କ ମାଙ୍କୁ କ୍ଷେତି ପୂରଣ ପ୍ରଦାନ, ୩ ଦୋଷୀକୁ ଉଚିତ ଦଣ୍ଡ ସହ ଥାନା IIC ଙ୍କୁ ଗିରଫ ଦାବି 

ରିପୋର୍ଟ- ନିଳାଦ୍ରୀ ଭୂଷଣ ଗଡ଼ନାୟକ ଟାଙ୍ଗୀ ଖୋର୍ଦ୍ଧା

Post a Comment

0 Comments