ଡେଲାଙ୍ଗ:- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅଧିନସ୍ଥ ଧାନକେରା ପଂଚାୟତ ର ପ୍ରାୟ ୧୮ ଟି ୱାର୍ଡ ଜଳମଗ୍ନ ଅବସ୍ଥାରେ ରହିଛି । ଚାଷ ଜମି ରେ ବନ୍ୟା ଜଳ ପ୍ରବେଶ କରିବାରୁ ସମସ୍ତ ଫସଲ ନଷ୍ଟ ହୋଇଛି । ସ୍ଥାନୀୟ ବିଧାୟକ , ବ୍ଲକ ଅଧ୍ୟକ୍ଷା , ବିଡ଼ିଓ , ଉପାଧ୍ୟକ୍ଷ , RWS&S ର ଯନ୍ତ୍ରୀ ପରିଦର୍ଶନ କରି ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ଗୋଖାଦ୍ୟ ବଣ୍ଟନ ତଥା ପଶୁ ମାନଙ୍କୁ ଟୀକାକରଣ ପାଇଁ ଦାବି ଜଣାଇଛନ୍ତି ସ୍ଥାନୀୟ ବନ୍ୟା ପ୍ରପୀଡ଼ିତ ଲୋକମାନେ ।
ରିପୋର୍ଟ:- ହିମାଂଶୁ ମହାପାତ୍ର ଙ୍କ ସହ ସିଦ୍ଧାର୍ଥ ବଳବନ୍ତରାୟ(ଡେଲାଙ୍ଗ)


0 Comments