ସାକ୍ଷୀଗୋପାଳ :- ସତ୍ୟବାଦୀ ବ୍ଲକ ତଥା ଓଡିଶାର ଏକ ପୁରାତନ ଶିକ୍ଷାନୁଷ୍ଠାନ ଯାହା ସମଗ୍ର ଓଡିଶାରେ ମଣିଷ ତିଆରି କାରଖାନା ରୂପେ ପରିଚିତ ସାକ୍ଷୀଗୋପାଳର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଯାହାର ପ୍ରତିଷ୍ଟାତା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ.ଯେଉଁ ବିଦ୍ୟାଳୟ ରୁ ଉର୍ଣ୍ଣିତ ଛାତ୍ର ମାନେ ବିଭିନ୍ନ ଉଚ୍ଚ ପଦ ପଦବିରେ ରହି ଏ ମାଟି ର ମାନ ବୃଦ୍ଧି କରିଛନ୍ତି. । ମାତ୍ର ଦୁଃଖ ଓ ପରିତାପର ବିଷୟ ଚଳିତ ଶିକ୍ଷା ବର୍ଷ ରେ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସତର ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ମଧ୍ୟରୁ ତିନିଜଣ ବରିଷ୍ଟ ଶିକ୍ଷକ ଙ୍କୁ ପଦନ୍ନତି କରି ଅନ୍ୟତ୍ର ବଦଳି କରାଯାଇଛି ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଭବମ ପ୍ରଧାନ ଙ୍କୁ ସତ୍ୟବାଦୀ ବ୍ଲକ ଶିକ୍ଷାଅଧିକାରି ରୂପେ ଅବସ୍ଥାପିତ କରାଯାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକୟତ୍ରୀ ପଦରୁ ଅବ୍ୟାହତି ଦିଆ ଯାଇଛି. କିନ୍ତୁ ଉପରୋକ୍ତବରିଷ୍ଠ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଙ୍କ ସ୍ଥାନରେ ଆଉ କହାକୁ ନୂତନ ଭାବରେ ନିଯୁକ୍ତି ଦିଆ ଯାଇ ନାହିଁ ।ଏହି ସ୍କୁଲ 5T ରେ ଅନ୍ତର୍ଗତ ହୋଇଥିବା ବେଳେ ବିଦ୍ୟାଳୟ ରେ ୩୩୨ ଛାତ୍ର ଛତ୍ରୀ ଅଧୟନରତ । ଯେଉଁ ମାନଙ୍କର ଭବିଷ୍ୟତ ଅନ୍ଧକାର ମୟ. ଶିକ୍ଷାତ୍ରୀ ମାନଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖୀ ପ୍ରଧାନ ଶିକ୍ଷକ ଓ ଅନ୍ୟ ତିନିଜଣ ଶିକ୍ଷକ ଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ସତ୍ୟବାଦୀ ର ବୁଦ୍ଧି ଯିବି ଓ ଅଭିଭାବକ ଦୃଢ଼ ଦାବି କରିଛନ୍ତି.

0 Comments