ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରେଙ୍ଗଳ ଗ୍ରାମପଞ୍ଚାୟତ ଗୃହ ଠାରେ ସରପଞ୍ଚ ସାଗରିକା ବଡ଼ଜେନା ଙ୍କ କରକମଳରେ ଏକ ଚକ୍ଷୁ ଚିକିତ୍ସା ଶିବିର ଉଦ୍ଘାଟନ ହୋଇଯାଇଛି । ଭୁବନେଶ୍ୱର ମେଡିକାଲ ରୁ ଆସିଥିବା ଡାକ୍ତର ଅବିନାଶ ନାୟକ ୩୩ ଜଣ ଚକ୍ଷୁରୋଗୀଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଛନ୍ତି ।
ଡେଲାଙ୍ଗ ରୁ ସିଦ୍ଧାର୍ଥ ବଳବନ୍ତରାୟ ଙ୍କ ସହ ହିମାଂଶୁ ମହାପାତ୍ର ଙ୍କ ରିପୋର୍ଟ ସାରାଦୁନିଆ ନ୍ୟୁଜ


0 Comments