Recent

6/recent/ticker-posts

ରାମକୃଷ୍ଣ ଶିକ୍ଷା କେନ୍ଦ୍ରରେ ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ର ଅଗ୍ରଣୀ ଶିକ୍ଷା କେନ୍ଦ୍ର ରାମକୃଷ୍ଣ ସ୍କୁଲ ରେ ୩୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସାମିଲ୍ ହୋଇଥିଲେ ଖୋର୍ଦ୍ଧା ଜୋନାଲ ହେଡ୍ ରିପୋର୍ଟର ପ୍ରତାପ ମହାପାତ୍ର, mj, ପ୍ରୋଫେଶ୍ନାଲ୍ ର ଓନର ଶିବାଜି ସାହୁ, ସାମ୍ବାଦିକ ଶଙ୍କର ବେହେରା, ଏବଂ ନୃତ୍ୟ ପରିବେଷଣ ର ମଧ୍ୟ ଆୟୋଜନ କରାଯାଇଥିଲା। ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ନୃତ୍ୟ ପରିବେଷଣ କରି କାର୍ଯ୍ୟକ୍ରମ କୁ ଆଗକୁ ନେଇଥିଲେ।
ଏହି ନୃତ୍ୟକୁ ଦେଖିବା ପାଇଁ କାହିଁ କେତେ ଦୁର ରୁ ଲୋକ ମାନଙ୍କ ଭିଡ ଲାଗିଥିବା ବେଳେ ବେଶ୍ ଚର୍ଚ୍ଚିତ ଡ୍ୟନସର୍ ଏବଂ ସ୍କୁଲ ର ଜଣେ ଛାତ୍ର ଯାହାଙ୍କ ନା ଅରୀୟନ୍ ସାହୁ, ନୃତ୍ୟ ପରିବେଷଣ କରିଥିଲେ। ଆରିୟନ୍ ଙ୍କ ନୃତ୍ୟ କୁ ଦେଖି ବେଶ୍ ଆକର୍ଷିତ ହୋଇଥିଲେ ଦର୍ଶକ। ଏବଂ ନୃତ୍ୟ ପରିବେଷଣ ସମାପ୍ତ ହେବା ପରେ ସ୍କୁଲ ର ସମସ୍ତ ଶିକ୍ଷକ ସିକ୍ଷୟିତ୍ରି ଛାତ୍ର ଛାତ୍ରୀ ମାନଙ୍କୁ ସାଠୀ ଫିକେଟ ପ୍ରଦାନ କରିଥିବା ବେଳେ ନମ୍ୱର୍ ୧ ହୋଇଛନ୍ତି ଆରିୟନ୍ ସାହୁ, ଆରୀୟ ନ ଙ୍କୁ ସାରଠି ଫିକେଟ ପ୍ରଦାନ କରିବା ସହିତ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଛି। ଫଳରେ ତାଙ୍କୁ ସ୍କୁଲ ର ଗୋଲ୍ଡ ମେଡାଲିଷ୍ଟ୍ ବୋଲି ଘୋଷଣା କରିଛନ୍ତି ଶିକ୍ଷକ । 

ରିପୋର୍ଟ - ପ୍ରତାପ ମହାପାତ୍ର
Odia Notice

Post a Comment

0 Comments