Recent

6/recent/ticker-posts

ପବିତ୍ର ରଥଯାତ୍ରା ଅବସରରେ ଶ୍ରୀ ଜଗନ୍ନାଥ ଅନୁରାଗି ଟ୍ରଷ୍ଟ ତରଫରୁ ଭକ୍ତଙ୍କୁ ସେବା ପ୍ରଦାନ।

ପୁରୀ:ପବିତ୍ର ରଥଯାତ୍ରା ଉପଲକ୍ଷେ ବଡଦାଣ୍ଡ ଠାରେ ଶ୍ରୀ ଜଗନ୍ନାଥ ଅନୁରାଗି ଟ୍ରଷ୍ଟ ତରଫରୁ ଏକଲକ୍ଷ ଲୋକଙ୍କ ପାଇଁ ଦହି ସର୍ବତ ବଣ୍ଟନ କାର୍ଯ୍ୟ କରାଯାଇଥିଲା । ଏହା ସହିତ ପ୍ରାୟ ତିନିହଜାର ଶ୍ରଦ୍ଧାଳୁ ଙ୍କ ପାଇଁ ପାଣି ଓ ବିସ୍କୁଟ ର ବ୍ୟବସ୍ତା ଭକ୍ତମାନଙ୍କୁ ଉତ୍ସାହିତ କରିଥିଲା । ଟ୍ରଷ୍ଟ ର ସଦସ୍ୟ ସତ୍ୟନାରାୟଣ ରାଉତରାୟ ଓ ବିପ୍ଳବ କୁମାର ଦାସ ଙ୍କ ସୂଚନା ମୁତାବକ ୩୦ ତାରିଖ ଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ଚତୁର୍ପାର୍ଶ୍ଵ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । 

ରିପୋର୍ଟ- ହିମାଂଶୁ ମହାପାତ୍ର (ପୁରୀ)

Post a Comment

0 Comments