Recent

6/recent/ticker-posts

ବର୍ଷା ଜଳରେ ଉବୁଟୁବୁ ଡେଲାଙ୍ଗ ମୁଖ୍ୟ ଚିକିତ୍ସାଳୟ ।


 ପୁରୀ:ଡେଲାଙ୍ଗ ବ୍ଲକ ର ମୁଖ୍ୟ ଚିକିତ୍ସାଳୟ ପରିସରରେ ବର୍ଷା ଜଳ ଭର୍ତିହୋଇ ରହିଛି । ଏହା ଆଜିର କଥାନୁହେଁ , ପ୍ରତିବର୍ଷ ବର୍ଷା ହେଲେ ଏହି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ଜନତା ଏବଂ କର୍ମୀ ମାନେ । ଡେଲାଙ୍ଗ ବଜାର ଉପରୁ ସମସ୍ତ ବର୍ଷା ଜଳ ପ୍ରବାହିତ ହୋଇ ଚିକିତ୍ସାଳୟ ମଧ୍ୟକୁ ପ୍ରବେଶ କରୁଛି । ରୋଗୀ ମାନେ ମନ୍ଦିର ଭାବି ଯେଉଁ ମେଡ଼ିକାଲ କୁ ଆସୁଛନ୍ତି ଜୀବନ ବଞ୍ଚାଇବା ପାଇଁ , ଯଦି ସେହି ମନ୍ଦିର ରେ ଏଭଳି ସମସ୍ୟା ହେବ ତାହେଲେ ରୋଗୀମାନଙ୍କ ସମସ୍ୟା ବଢିବ ନ କମିବ , ଏବେ ଏହା ଏକ ବଡ଼ ପ୍ରଶ୍ନ ।? ତେବେ ଯଥାଶୀଘ୍ର ସ୍ଥାନୀୟ ପ୍ରଶାସନ ଏବଂ ବିଧାୟକ ଙ୍କ ଦ୍ଵାରା ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଗଲେ ଡେଲାଙ୍ଗ ବ୍ଲକ ର ସମସ୍ତ ଅଧିବାସୀ ଉପକୃତ ହୋଇପାରିବେ । 

 ରିପୋର୍ଟ- ସିଦ୍ଧାର୍ଥ ବଳବନ୍ତରାୟ ଙ୍କ ସହ ହିମାଂଶୁ ମହାପାତ୍ର (ଡେ଼ଲାଙ୍ଗ)

Post a Comment

0 Comments