Recent

6/recent/ticker-posts

ସର୍ବପୁରାତନ ୩ଶମ୍ଭୁ ମନ୍ଦିର ଏଠାରେ ପୂଜା ପାଆନ୍ତି, ବାବାବିରୁପକ୍ଷ ମହାଦେବ,ବାବାଆନନ୍ଦଶ୍ୱର ଏବଂଜୁଗେଶ୍ୱର।

କନ୍ଧମାଳ : ଚକାପାଦ ବ୍ଲକର ଫୁଲବାଣୀ ସହର ଠାରୁ ୬୦କିଲୋମିଟର ଦୂରରେ ରହିଛି। ଏହି ସର୍ବପୁରାତନ ୩ଶମ୍ଭୁ ମନ୍ଦିର। ଏଠାରେ ପୂଜା ପାଆନ୍ତି, ବାବାବିରୁପକ୍ଷ ମହାଦେବ,ବାବାଆନନ୍ଦଶ୍ୱର, ଜୁଗେଶ୍ୱର,।ଚଳିତ ଶ୍ରାବଣ ମାସ ୩ୟ ସୋମବାର ବୋଲବମ୍ ଉଚ୍ଚାରଣ ସହ ମାନସିକ ଧାରୀ କାଉଡ଼ିଆ ମୟ ହୋଇଛି। ଓଡ଼ିଶାର ବିଭନ୍ନ କୋଣ ଅନୁକୋଣରୁ ମାନସିକ ଧାରୀ ଏଠାରେ ଥିବା ଶିବ ଲିଙ୍ଗ ଉପରେ ଜଳାଭିଷେକ କରିଛନ୍ତି। ସହସ୍ରାଧିକ ମାନସିକଧାରୀ। ହରହର ବୋମ୍,ଜଟିଆବାବ , ଭଲାବାବା ପ୍ରଭୃତି ନରେ ଦେଇ ମହା ଦେବଙ୍କ ନିକଟରେ ଶୁଭ ମନାସି ଛନ୍ତି।ଆଇନ ଶୃଙ୍ଖଳା ପାଇଁ ସ୍ଥାନୀୟ ଚକାପାଦ ଥାନାପକ୍ଷ ରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ମନ୍ଦିର ପରିଚାଳନା କମିଟି ର ସମ୍ପୁର୍ଣ୍ଣ ସହ ଯୋଗରେ ଏହା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଛି ।
  ରିପୋର୍ଟ:ମାମି ବିନ୍ଧାଣି(କନ୍ଧମାଳ)

Post a Comment

0 Comments