ଡେ଼ଲାଙ୍ଗ:ଅର୍ଥ ସାଜିଛି ବାଧକ ରକ୍ତ କର୍କଟ ରୋଗରେ ପୀଡିତ କଣାସ ବ୍ଲକର ସିରେଇ ଗ୍ରାମ ପଞ୍ଚାୟତର ଗ୍ରାମର ନିରଞ୍ଜନ ମହାପାତ୍ରଙ୍କ AIIMS ମେଡିକାଲରେ ୧୦ ନ ବେଡ୍ ରେ ଶଯ୍ୟାସାୟୀ ଅବସ୍ଥାରେ ଚିକିତ୍ସାରତ ।ଆର୍ଥିକ ସାହାଯ୍ୟ ପାଇଁ ତାଙ୍କର ପତ୍ନୀ ରଶ୍ମିତା ବରାଳଙ୍କ ଆକୁଳ ନିବେଦନ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି କିମ୍ବା ଏମେଲ ଙ୍କ ଦୃଷ୍ଟି ଆକର୍ଷଣ କରିବୀକୁ ନିବେଦନ କରିଛନ୍ତି। ସହୃଦୟ ବ୍ୟକ୍ତି ଯୋଉମନେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ଏହି SB A/C :- 38180071483 ,
CIF NO:- 90241148294 ,
NAME:- PRAVATA MOHAPATRA,
Branch:-KANAS SBI, PURI, ରେ ଛାଡ଼ିବାକୁ ରଶ୍ମିତା ବରାଳ ଅନୁରୋଧ କରିଛନ୍ତି। ନିରଞ୍ଜନ ମହାପାତ୍ରଙ୍କ
ରିପୋର୍ଟ- ସିଦ୍ଧାର୍ଥ ବଳବନ୍ତରାୟ (ଡେଲାଙ୍ଗ)
0 Comments