ଖୋର୍ଦ୍ଧା (୧୫.୦୨.୨୬):- ଚିଲିକା (ନୀଳାଦ୍ରି ଭୂଷଣ ଗଡ଼ନାୟକ)
"ୟଜ୍ଞ ସ୍ୱରୂପାୟ ଜଟାଧରାୟ ପିନାକ ହସ୍ତାୟ ସନାତନାୟ,ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେଶରକ୍ଷେତ୍ର ଚ଼ଣ୍ଡେଶ୍ବରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଚ଼ଣ୍ଡୀହରଦେବଙ୍କୁ ଦର୍ଶନ କରି ଦେବାଧିଦେବ ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଥିଲେ।
ଏହି ଅବସରରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା,ଚ଼ିଲିକା ବ୍ଲକ ସାଂସଦଙ୍କ ପ୍ରତିନିଧି ଶ୍ରୀ ଦୀନବନ୍ଧୁ ସାହୁ, ଚ଼ଣ୍ଡେଶ୍ବର ମଣ୍ଡଳ ଭାଜପା ସଭାପତି ଶ୍ରୀ ସମର ରଞ୍ଜନ ସୁବୁଦ୍ଧିଙ୍କ ସମେତ ସ୍ଥାନୀୟ ପ୍ରମୁଖ ନେତୃବୃନ୍ଦ ଗଣ ଉପସ୍ଥିତ ଥିଲେ।
ଖୋର୍ଦ୍ଧା ଚିଲିକା ରୁ ନୀଳାଦ୍ରି ଭୂଷଣ ଗଡ଼ନାୟକ ଙ୍କ ରିପୋର୍ଟ ସାରା ଦୁନିଆ ନ୍ୟୁଜ୍
#Mahasivaratri
#Mahashivaratri2026


0 Comments