Recent

6/recent/ticker-posts

ସତ୍ୟବାଦୀ ସେବାଟ୍ରଷ୍ଟ 75 ତମ ଆଜାଦି କା ଅମୃତ ମହୋତ୍ସବ ପାଳନ

ସ୍ୱାଧୀନତା ର ପଞ୍ଚସ୍ତରୀ ତମ ବବର୍ଷ ଫୁର୍ତ୍ତି ଅବସରରେ ଏବଂ ଛସ୍ତରୀ ତମ ସ୍ୱାଧୀନତା ଦିବସର ମହାର୍ଦ୍ଧ ମୁହୂର୍ତ୍ତିରେ ସତ୍ୟବାଦୀ ସେବା ଟ୍ରଷ୍ଟ ର କାର୍ଯ୍ୟାଳୟ ପରିସର ରେ ସଭାପତି ସୁଦର୍ଶନ ପ୍ରଧାନ ଙ୍କ ଦ୍ୱାରା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ଏବଂ ସମୂହ ଜାତୀୟ ସଙ୍ଗୀତ ଗାନକରାଯାଇ ଭାରତର ସୁରବୀର ସ୍ୱାଧୀନତା ପାଈଁ ଆତ୍ମବଳୀ ଦେଇଥିବା ସହିଦ ଜବନ ଏବଂ ପୂର୍ଣ୍ଣ୍ୟଆତ୍ମା ପୁରୁଷଙ୍କ ଉଦେଶ୍ୟରେ ସମୂହ ପ୍ରାଥନା କରାଯାଇଥିଲା ଏବଂ ସେବା ଟ୍ରଷ୍ଟ ତରଫରୁ ସାକ୍ଷୀଗୋପାଳ ସରକାରୀ ମେଡିକାଲ ରେ ଚିକିତ୍ସ୍ଚିତ ହେଉଥିବା ରୋଗୀମାନଙ୍କ ମୁହଁରେ ଆଜାଦିତ ଅମୃତ ମହୋତ୍ସବ ର ଅନୁଭୁତି ଆଣିବା ଉଦେଶ୍ୟରେ ପଚିଶି ଜଣ ରୋଗୀ ଙ୍କୁ ଫଳ ବଣ୍ଟନ କରାଯାଇଥିଲା ଏହି କାର୍ଯକ୍ରମରେ ଅନୁଷ୍ଠାନର ସମ୍ପାଦକ-ସୁଶାନ୍ତ କୁମାର ରଥ,କୋଷାଧକ୍ଷ -ଉପେନ୍ଦ୍ର ବିଶ୍ୱାଳ,ଉପସଭାପତି -ରିତା ତ୍ରିପାଠୀ, ସହସମ୍ପାଦକ-ନୀଳକଣ୍ଠ ବାରିକ, ଟିକିନା ମିଶ୍ର, ଅର୍ଣ୍ଣପୂର୍ଣ୍ଣାପ୍ରଧାନ, କାଜଲ ମହାପାତ୍ର, ମଦନ ମୋହନ ପରିଡା, ଉର୍ମିଳା ଜେନା, ସୁକାନ୍ତ ବିଶ୍ୱାଳ, ପ୍ରଶାନ୍ତ କୁମାର ନାୟକ, ମନୋରଞ୍ଜନ ବରାଳ, ସାବିତ୍ରୀ ମହାପାତ୍ର, ମଞ୍ଜୁଳା ପ୍ରଧାନ, ବିଭୁତି ଶଙ୍କର ମହାପାତ୍ର, ପ୍ରମୁଖ ଫଳ ବଣ୍ଟନ ରେ ସାମିଲ ହୋଇଥିଲେ ଏବଂ ହସ୍ପିଟାଲ ର ମୁଖ୍ୟ ଚିକିତ୍ସା ଅଧିକାରୀ-ବିଶ୍ବଜିତ ମିଶ୍ର, ସୁରେଶ ଚନ୍ଦ୍ର ନନ୍ଦ, ଷ୍ଟାଫ ନର୍ସ -କୁନି ସେଠି, ଅଶୋକ କୁମାର ସେଠି ଏବଂ ସମସ୍ତ ଷ୍ଟାଫ ଫଳ ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ ପ୍ରଦାନ କରିଥିଲେ.

Post a Comment

0 Comments