ଅବସରରେ , ବେରବୋଇ ସ୍ଥିତ ଗାନ୍ଧିପୀଠ ର ଉନ୍ନତି ପାଇଁ ଭୂମିପୂଜନ ଓ ଦୟା ନଦୀ ରୁ ଜଳ ସଂଗ୍ରହ କରାଯାଇଛି । ଏହି ଅବସରରେ PD , BDO , ABDO , ବ୍ଲକ ଅଧ୍ୟକ୍ଷା , ଉପାଧ୍ୟକ୍ଷ ଉପସ୍ଥିତ ରହିଥିଲେ । ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ଯୁବ ବିଧାୟକ ଶ୍ରୀଯୁକ୍ତ ରୁଦ୍ରପ୍ରତାପ ମହାରଥୀ ଯୋଗ ଦେଇଥିଲେ ।
ଡେଲାଙ୍ଗ ରୁ ସିଦ୍ଧାର୍ଥ ବଳବନ୍ତରାୟ ଙ୍କ ସହ ହିମାଂଶୁ ମହାପାତ୍ର ଙ୍କ ରିପୋର୍ଟ ସାରାଦୁନିଆ ନ୍ୟୁଜ
0 Comments