Recent

6/recent/ticker-posts
Showing posts from September, 2022Show All
ଡେଲାଙ୍ଗ:- ମହାତ୍ମା ଗାନ୍ଧୀଙ୍କ ଡେଲାଙ୍ଗ ଆଗମନ ସ୍ମୃତି ଓ ଆଗକୁ ଆସୁଥିବା ପବିତ୍ର ଗାନ୍ଧିଜୟନ୍ତି
ଅଜଣା ଯନ୍ତୁ ଆକ୍ରମଣରେ ଯୁବକ ଗୁରୁତର.
ମୁରବିବିହୀନ ଐତି ହାସିକ ସତ୍ୟବାଦୀ ହାଇସ୍କୁଲ ।
ବିଶ୍ୱ ଜଳାତଙ୍କ ଦିବସରେ ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ହୃଷୀକେଶ
ନୂଆଗାଁ ହାଇସ୍କୁଲ ରେ ଶିକ୍ଷଣ ପରିପୂରକ କାର୍ଯ୍ୟକ୍ରମ ଅନୁଷ୍ଠିତ
ଶିମିଳି ଗୁଡା ପୋଲିସ କୁ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଧରିବାରେ ସଫଳତା.
ଡେଲାଙ୍ଗ :- ଅବକାରୀ ବିଭାଗ ଚଢ଼ାଉରେ 153 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।
ଆର ପାରିରେ ଜଣାଶୁଣା କ୍ରିକେଟିୟର ତଥା ଆଇନଜୀବୀ  ଶ୍ରୀକାନ୍ତ ଦାଶ.
ସାର୍ବଜନୀନ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ
ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କଲେ   ସୁଭସ୍ମିତା
ଭଦ୍ରକ୍: ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଆରଡି ଗସ୍ତ
Dr.ବେମକେଶ ରାୟ ନେତୃତ୍ୱ ରେ ଭଦ୍ରକ ଜିଲ୍ଲା ଗସ୍ତରେ ଆସୁଛନ୍ତି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଆରଡ଼ି ଗ୍ରାମ ପଂଚାୟତ ଉନ୍ନତି ପାଇଁ ଓ ଆଖଣ୍ଡଳମଣି ମନ୍ଦିର ର ଉନ୍ନତି ପାଇଁ ଆସୁଅଛନ୍ତି 5t ଭିକେ ପାଣ୍ଡିଆନ (ସମ୍ପାଦକ ତଥା ମାନ୍ୟବର ବିଧାୟକ ଯାଜପୁର ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାଶ, ଜିଲ୍ଲା ପଯ୍ୟବେକ୍ଷକ ତଥା ମାନ୍ୟବ ରବିଧାୟକ ଧର୍ମଶାଳା ଶ୍ରୀଯୁକ୍ତ ପ୍ରଣବ ବଳବନ୍ତ ରାୟ,ମାନନୀୟ ସାସଂଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ମାନ୍ୟବର ବିଧାୟକ ଚାନ୍ଦବାଲି ତଥା ଜିଲ୍ଲା ଯୋଜନା ବୋଡ଼ ର ଅଧକ୍ଷ ଡ଼ ବ୍ୟୋମକେଶ ରାୟ, ମାନ୍ୟବର ବିଧାୟକ ଭଦ୍ରକ ଶ୍ରୀଯୁକ୍ତ ସଂଜୀବ କୁମାର ମଲ୍ଲିକ, ତଥା ମାନ୍ୟବର ବିଜୁ ଛାତ୍ର ଜନତା ଦଳ ସାଧାରଣ ସମ୍ପାଦକ ପ୍ରିନ୍ସ ରାକେଶ ନାୟକ, ମାନ୍ୟବର ଆରଡ଼ି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଅରବିନ୍ଦ ପାଡ଼ି ନେତୃତ୍ୱ ରେ
କନ୍ଧମାଳ: ଟିକାବାଲି ର ଜଣାଶୁଣା କଂଗେସ ର ଆଗଧାଡିର ନେତା ଶ୍ରୀ ବରୁଣ ଭୋଇଁ ଙ୍କର ସୋମବାର ଦିନ ୧୨ ଘଣ୍ଟିକା ସମୟ ବେଳକୁ ପରଲୋକ ହୋଇଯାଇଛି।
Tracking device, panic buttons mandatory for vehicles from March 2023
Mo Bus continues to be happy hunting ground for pickpockets in Bhubaneswarthe public transport system is witnessing an unprecedented rush of commuters making them easy prey for pickpockets.
ଲୋକ ବିକାଶ ମଞ୍ଚ ସେମିଳିଗୁଡା ଶାଖା ପକ୍ଷରୁ ମନରେଗା ଦାବି ସମ୍ପର୍କରେ ସେମିଳିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ
ଜୟ ନବୀନ ,ଜୟ ରମେଶ ଧ୍ବନିରେ ପ୍ରକମ୍ପିତ ସିଙ୍ଗାର ପଲ୍ଲୀ ପଞ୍ଚାୟତ
ବୋରିଗୁମ୍ମା 21/09 ଗତ ତା 21-09-2022 ରିଖରେ ଲେପ୍ରା ସୋସାଇଟ ଏବଂ ସରକାରୀ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବି. ସିଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କୁଷ୍ଠ ଓ ମେଲେରିଆ ରୋଗ ସମ୍ପର୍କରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ 29 ଜଣ କୁଷ୍ଠ ରୋଗୀ ଯୋଗ ଦେଇଥିଲେ । ଏଥିରେ । ଏହି କାର୍ଯ୍ୟ କ୍ରମରେ DLS ର Dr Amrita Rout, Bhaskar Rao,  Dr Amit Ku. Garada, Dr Sabitri kanungo Field Coordinator Lilibala Sahu, Anil Kumar Bipin Majhi Debaraj Sadangi S Srinivas Rao ପ୍ରମୁଖ ଉପସ୍ଥିତ ରହି କୁଷ୍ଠ ଏବଂ ଫାଇଲେରିଆ  ରୋଗର କାରଣ ଓ ନିରାକରଣ ସହ ନିଜ ଶରୀରର ଯତ୍ନ କିପରି ନିଆଯାଇପାରିବ ସେହି ବିଷୟରେ ବୁଝାଯାଇଥିଲା ।ଆସିଥିବା ରୋଗୀଙ୍କ ମଧ୍ୟରୁ ୫ ଜଣଙ୍କୁ MCR ଜୋତା ଏବଂ ଚଷମା ମାଗଣାରେ ଦିଆଯାଇଥିଲା ।ଅନ୍ୟ କେତେ ଜଣଙ୍କର ଜୋତାର ସଠିକ ପIଦର ମାପ ନିଆଯାଇଥିଲା । କାର୍ଯ୍ୟକ୍ରମଟିକୁ Health Supervisor Debaraj Sadangi ଏବଂ Lilibala Sahu ପରିଚାଳନା କରିଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସହ ଆଶା ଦିଦିମାନେ ଉପସ୍ଥିତ ରହିଥିଲେ।
ଅବ୍ୟବସ୍ଥାରେ ଏକାଧିକ ବିଦ୍ୟାଳୟ.(୮୨ ବିଦ୍ୟାଳୟ ରେ ଖେଳ ପଡିଆ , ୫୭ ବିଦ୍ୟାଳୟ ରେ ବଉଣ୍ଡାରୀ ନାହିଁ.ଶିକ୍ଷକ ବଦଳିକୁ ନେଇ ଅସନ୍ତୋଷ.
ସାଇକେଲ ଯୋଗେ ସାରା ଭାରତ ଯାତ୍ରାରେ ଅସିଥିବା ୪ଜଣ ବିଦେଶୀ ନାଗରିକଙ୍କୁ ପିପିଲିରେ ଭବ୍ୟ ସ୍ୱାଗତ.
ଆଉ ନାହାଁନ୍ତି ପାଲା କୁ ପ୍ରାଣ ଭରି ଭଲ ପାଉଥିବା ନିଆରା ମଣିଷ ଗୋଟିଏ ସାକ୍ଷୀଗୋପାଳ :-   ପାଲା ଜଗତକୁ ଅତୁଳନୀୟ ଅବଦାନ ଢ଼ାଳି ଦେଇଥିବା କୋଣାର୍କ ନିକଟସ୍ଥ ଗୁଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିବା ପାଲା ଶ୍ରୋତା ତୁଷାର ରଞ୍ଜନ ପାଢ଼ୀ  ( ବବି ଭାଇନା ) ଙ୍କ ର ଗତ ରାତ୍ରିରେ ଅକାଳ ବିୟୋଗ ହୋଇଯାଇଛି ।କିଛିଦିନ ହେବ ପେଟରେ ଯନ୍ତ୍ରଣା ପାଇ ଦୁରାରୋଗ୍ୟ କ୍ୟାନ୍ସର ର ଶିକାର ହୋଇଥିଲେ । ପରିବାର ସଦସ୍ୟ ମେଡିକାଲ୍ ନେଇ ସଫଳ ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ଫଳ ମିଳି ନଥିଲା ।        ଏକାଧାରରେ ସେ ଥିଲେ ଜଣେ ପୁସ୍ତକ କୀଟ , ବାଗ୍ମୀ , ଗୁଣୀ । ବିଭିନ୍ନ ଶ୍ଲୋକ , ଛାନ୍ଦ , ଚଉପଦୀ ମୂଲ୍ୟବାନ କଥା ସଂଗ୍ରହ କରି , ପାଲା ଗାୟକ ଙ୍କୁ ପ୍ରଦାନ କରି ସମସ୍ତଙ୍କର ହୋଇ ପାରିଥିଲେ ଅତ୍ୟନ୍ତ ପ୍ରିୟ ।  ଓଡ଼ିଶାର କୋଣ ଅନୁକୋଣରେ ପାଲା ଦେଖିବା ତାଙ୍କର ଥିଲା ଗୋଟାଏ ହବି । ବିଶ୍ଵଶାନ୍ତି ସେବାଶ୍ରମ ପରି ବିଭିନ୍ନ ଅନୁଷ୍ଠାନରୁ ପାଲା ପ୍ରେମୀ ଭାବରେ ସେ ପାଇଥିଲେ ଅନେକ ସମ୍ବର୍ଦ୍ଧନା ।ଜଣେ ସରଳ , ନିଷ୍କପଟ ମଣିଷ ଙ୍କ ର ବିୟୋଗରେ ଅର୍କ ମଣ୍ଡଳ ପାଲା ଗାୟକ ପରିଷଦ ଗଭୀର ମର୍ମାହତ । ଗତ ଗଣେଶ ପୂଜାରେ କୋଣାର୍କ ରେ ଅନୁଷ୍ଠିତ ପାଲା ରେ ଗୁରୁ ଗାୟକ ବ୍ୟାସ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଦାଶ ସାତ ଦିନ ଧରି ତାଙ୍କ ଆରୋଗ୍ୟ ପାଇଁ ହରିବୋଲ ଦେଇଥିଲେ । ଭଗବାନ ସତ୍ୟନାରାୟଣ ନିଶ୍ଚିତ ତଙ୍କୁନିଜ ପଦରେ ସ୍ଥାନ ଦେବେ । ପୁଣି ଥରେ ଆମ ସମସ୍ତଙ୍କ ନିକଟକୁ ଫେରାଇଦେବେ ପାଲା କୁ ଭଲ ପାଇବା ମଣିଷଟିଏ କରି, ଏତିକି ପ୍ରାର୍ଥନା ।                ଅର୍କ ମଣ୍ଡଳ ପାଲା ଗାୟକ ପରିଷଦ
ଜାତୀୟ ରାଜପଥ 316 ରେ ଛିନତାଇ କରୁଥିବା ଗ୍ୟାଙ୍ଗ ଗିରଫ.ସାକ୍ଷୀଗୋପାଳ :-ସତ୍ୟବାଦୀ ବ୍ଲକ ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜ ପଥ ରେ ପଥ ଚାରି ଙ୍କୁ ଭୟ ଦେଖାଇ ଛୀନତାଇ ଓ ରାହାଜାନୀ କରୁଥିବା ଗ୍ୟାଙ୍ଗ ର ତିନି ଜଣ କୁଖ୍ୟାତ ସଦସ୍ୟ ଙ୍କୁ ସୋମବାର ସତ୍ୟବାଦୀ ପୋଲିସ ଧରିବାରେ ସଫଳ ହୋଇଛି ।ଘଟଣା ରୁ ପ୍ରକାଶ ଚଳିତ ମାସ ୪/୯/୨୦୨୨ ରିଖ ସନ୍ଧ୍ୟା ସମୟରେ ଚନ୍ଦନ ପୁର ଥାନା ଅଞ୍ଚଳର ସନ୍ତୋଷ କୁମାର ସାହୁ, ସା - ଅଳପୁର ନିଜ ସ୍ତ୍ରୀ ପୂର୍ଣ୍ଣିମା ସାହୁ ଓ ନିଜ ପିଲା  ଙ୍କୁ  ନେଇ ମୋଟର ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ୩୧୬ ନମ୍ବର ଜାତୀୟ ରାଜପଥ ର ସତ୍ୟବାଦୀ ବ୍ଲକ ଛକ ନିକଟରେ ରେ ଏକ କଳା ଓ ନାଲି ରଙ୍ଗ ର ପଲସର ଗାଡ଼ିରେ ଆସି ଗାଡି ରେ ବସିଥିବା ପୂର୍ଣ୍ଣିମା ଙ୍କ ଠାରୁ ଭ୍ୟାନିଟି ବ୍ୟାଗ ଟି ଛଡାଇ ନେଇ ଦୃତ ଗତିରେ ପଳାଇଯାଇଥିଲେ  ଏହି ବ୍ୟାଗ ରେ ପୂର୍ଣ୍ଣିମା ଙ୍କ ର ଏକ ସୁନା ହାର ,କିଛି ନଗଦ ଟଙ୍କା ,ରହିଥିଲା।ଏହି ସମୟ ରେ ପୂର୍ଣ୍ଣିମା ଗାଡିରୁ ପଡି ଆହତ ହୋଇଥିଲେ।ସେହିଭଳି ୨୯ /୪/୨୦୨୨ ରିଖ ର ସନ୍ଧ୍ୟା ସମୟରେ ଚନ୍ଦନପୁର ଥାନା ଅଞ୍ଚଳର  ଲିଙ୍ଗରାଜ ମହାପାତ୍ର ,ସା-- ନରସିଂହ ପୁର , ତାଙ୍କ ସ୍ତ୍ରୀଙ୍କୁ ମଟର ସାଇକେଲ ରେ ବସାଇ ଯାଉଥିବା ବେଳେ ସତ୍ୟବାଦୀ ବ୍ଲକ ନିକଟ  ୩୧୬ ନମ୍ବର ଜାତୀୟ ରାଜପଥର  ବିରଗୋବନ୍ଦପୁରରାସ୍ତା ଠାରେ ଦୁଇ ଜଣ ଦୁର୍ବୁତ୍ତ ଏକ କଳା ଓ ନାଲି ରଙ୍ଗର ପଲସର ଗାଡ଼ିରେ ଆସି ତାଙ୍କ ସ୍ତ୍ରୀ ଙ୍କ ଠାରୁ ଭ୍ୟାନିଟି ବ୍ୟାଗ ଟି ଛଡାଇ ନେଇ ଦୃତ ଗତିରେ ପଳାଇଥିଲେ ।ଏହି ଭ୍ୟାନିଟି ବ୍ୟାଗ ରେ  ଏକ ମୋବାଇଲ.ସୁନା ,ଓ ରୂପା ଅଳଙ୍କାର ସହିତ ନଗଦ ଟଙ୍କା ରହିଥିଲା । ଏହି ଘଟଣା ସମ୍ପର୍କରେ ଲିଙ୍ଗରାଜ ସତ୍ୟବାଦୀ ଥାନା ରେ ଲିଖିତ ଅଭିଯୋଗ କରିଥିଲେ।ତାଙ୍କ ଅଭିଯୋଗ ଅନୁଯାୟୀ ସତ୍ୟବାଦୀ ପୋଲିସ ୧୩୫/୨୦୨୨ ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚାଲୁ ରଖିଥିଲେ । ଓ ବାରମ୍ବାର ଏଭଳି ଘଟଣା ଘଟୁଥିବା ରୁ ପୁରୀ (ଏସପି) ଙ୍କ ନିର୍ଦ୍ଦେଶ ରେ ପିପିଲି (ଏସ ଡି ପି ଓ) ଙ୍କ ନେତୃତ୍ୱରେ ଏକସ୍ୱତନ୍ତ୍ର ଟିମି ଗଠନ କରାଯାଇଥିଲା । ଏକ ନିର୍ଦ୍ଦିଷ୍ଟ ସୂତ୍ର ରୁ ଖବର ପାଇ ଏହି ଟିମି ଉକ୍ତ ଅଂଚଳରେ ଚଢ଼ାଉ ସମୟ ରେ ଏହି ଗ୍ୟାଙ୍ଗ ର ମାଷ୍ଟର ମଇଣ୍ଡି ସମେତ ଅନ୍ୟ ଦୁଇ ଜଣ ଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ଏମାନେହେଲେ ଖୋର୍ଦ୍ଧାଜିଲ୍ଲା, ସା-ଖଜୁରିଆ, ନିରାକାର ପୁର ଥାନା ଅଞ୍ଚଳର ସକିଲି ସାହା, ଆଜାରୁଦିନି ସାହା(ଚୁନୁ) ଅନ୍ୟ ଜଣେ  ପୁରୀ ଜିଲ୍ଲା ,ସା-ଦିବ୍ୟସିଂହପୁର ,ଥାନା ଗଡ଼ିଶାଗଦା ଅଞ୍ଚଳର ର କୈଳାସ ବାରିକି (ଆଖି) କୁ ପୋଲିସ ଧରିବା ସହ ଛିନିତାଇ ଘଟଣା ରେ ବେବହାର କରୁଥିବା କଳା ଓ ନାଲି ରଙ୍ଗର ପଲସର ୨୨୦  ନମ୍ବର (ଓଡ଼ି ୩୩ ଡ଼ବ୍ଲୁ  ୭୨୦୨), ନଗଦ ୬୦୦ ଟଙ୍କା ,ତରଳ ରୂପା ମୁଣ୍ଡା ,ଓ ମୋବାଇଲ କୁ ଜବତ କରିଛି । ଓ ଚୋରି ହୋଇଥବା ସୁନା ଅଳଙ୍କାର ସମ୍ବନ୍ଧରେ  ସନ୍ଧାନ ପାଇଁ ଅଧିକ ତଦନ୍ତ ଚାଲୁରହିଛି ଏମାନଙ୍କ ନାମ ରେ  ଥାନାରେ ପୂର୍ବରୁ ଏଭଳି ଅପରାଧିକ କେଶ ରହିଥିବା ସହ ଜେଲ ଯାଇଛନ୍ତି ବୋଲି ସତ୍ୟବାଦୀ ଥାନା ଆଈ ଆଈ ସି ବିଜୟ କେତନ ବେହେରା ସୂଚନା ଦେଇଛନ୍ତି ।ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସତ୍ୟବାଦୀ ବ୍ଲକ ସାରଙ୍ଗଯୋଡି ପଂଚାୟତ ର ମଳୁଖ ପାଟଣାଗ୍ରାମରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ.
ହୃଦ୍‌ଘାତରେ ଆଖି ବୁଜିଲେ ଆଉ ଜଣେ ଅଭିନେତା
୩୨ ବର୍ଷ ପରେ ବଡ଼ ପରଦାରେ ଫିଲ୍ମ ଦେଖିବେ କଶ୍ମୀରବାସୀ
Chandigarh MMS fiasco: Are ladies hostels safe in Odisha?
Kudumi community stages 'rail roko' in Mayurbhanj demanding reinclusion in ST list. The community has been excluded from scheduled tribe list in 1950 and listed under other backward caste (OBC) category.
ମାୟାବିନୀଙ୍କ ମାୟାଜାଲ: ରାଜଧାନୀରେ ମାତିଛନ୍ତି ଅପରାଧୀଙ୍କ ଗାର୍ଲଫ୍ରେଣ୍ଡ ଗ୍ୟାଙ୍ଗ୍‍
ଶିମିଳିପାଳ ସଂଲଗ୍ନ ଗ୍ରାମମାନଙ୍କରେ ଘରେଘରେ ରହିଛି ଦେଶୀ ବନ୍ଧୁକ, ନିଦରେ ବନବିଭାଗ ଓ ପୁଲିସ !  ୫୦ରୁ ଉର୍ଦ୍ଧ୍ବ ଗ୍ରାମରେ ଘରେ ଘରେ ବନ୍ଧୁକ ରହିଥିବାର ଜଣାପଡିଛ
ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି
ରାଜ୍ଯର ବିଭିନ୍ନ ଜିଲ୍ଲାରେ ଆଗାମୀ ୩ ଦିନ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
Load More That is All